ଆପଣ ନିଜ ପରିବାର ଏବଂ ବନ୍ଧୁମାନଙ୍କ ସହ ଗୁଣାତ୍ମକ ସମୟ ବିତାଇବାକୁ ଅସମର୍ଥ କି? ଆଉ ଏହା କ'ଣ ନିଜର ଭିତର ଶାନ୍ତିକୁ ବି ବିଚଳିତ କରୁଛି କି?
ଅପିରୋ ଫୋର୍ଟେ ଭାରତର ସେହି ପ୍ରଗତିଶୀଳ ଧାନ ଉତ୍ପାଦନକାରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ, ଯେଉଁମାନେ ୱାନ ପାସ୍ ସଲ୍ୟୁଶନ, ପ୍ରୟୋଗ କରିବାରେ ସହଜତା ଏବଂ ବ୍ରଡ ସ୍ପେକ୍ଟ୍ରମ୍ ତୃଣର ଏକ ପ୍ରଭାବଶାଳୀ ନିୟନ୍ତ୍ରଣ ଖୋଜୁଛନ୍ତି ଯାହା ଦ୍ଵାରା ତୃଣକ ସହ ବିନା ପ୍ରତିଯୋଗିତାରେ ଫସଲକୁ ସଠିକ୍ ପୋଷକ ତତ୍ତ୍ଵ ପାଇବାରେ ସାହାଯ୍ୟ ମିଳିପାରିବ ।
ଅପିରୋ ଫୋର୍ଟେ ହେଉଛି ପ୍ରଥମ ଶ୍ରେଣୀର ଶକ୍ତିଶାଳୀ ତୃଣକ, 2 ଉନ୍ନତ ତୃଣନାଶକର ଏକ ନିଆରା ମିଶ୍ରଣ ସହିତ ।
1. ଏହି ଘାସ ଓ ଗୁଳ୍ମ ନାଶକର ବ୍ୟବହାର ଜଳପୂର୍ଣ୍ଣ କ୍ଷେତରେ କରିବାର ପରାମର୍ଶ ଦିଆଯାଇଥାଏ, ଯେଉଁଥିରେ ଜଳର ମାତ୍ରା ଅତି କମ୍ ରେ ୫ ସେ.ମି. ହେବା ଦରକାର।
2. ଫସଲର ପ୍ରାରମ୍ଭରେ ଉତ୍ତମ ନିର୍ଗମନ ଏବଂ ଉନ୍ନତଧରଣର ଶସ୍ୟ ପାଇଁ ଜଳର ଭଲ ସୁବିଧା ରଖନ୍ତୁ ।
3. ସିଂଚନ ପରେ ଅତି କମ୍ ରେ ପନ୍ଦର ଦିନ ଯାଏଁ କ୍ଷେତରୁ ଜଳ କାଢନ୍ତୁ ନାହିଁ ।
4. ରସାୟନର ମାତ୍ରା ବୋତଲରେ ନ୍ୟୁନତମ କରିବା ପାଇଁ, ବ୍ୟବହାର ପରେ ସ୍ପ୍ଲାଶ ବୋତଲକୁ ତିନି ଥର ଧୁଅନ୍ତୁ ।
5. ଧୁଆଯାଇଥିବା ଖାଲି ସ୍ପ୍ଲାଶ ବୋତଲକୁ ସୁରକ୍ଷିତ ଜାଗାରେ ଏବଂ ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ
6. ସ୍ପ୍ଲାଶ ବୋତଲକୁ ପୁଣିଥରେ ବ୍ୟବହାର କରନ୍ତୁ ନାହିଁ ।
7. ଖାଲି ଥିବା କୀଟନାଶକ ଡବାକୁ କାଟି ଜଳର ସ୍ରୋତଠାରୁ ଦୂରରେ ମାଟିରେ ପୋତିଦେବା ଉଚିତ୍ ।
ଅପିରୋ ଫୋର୍ଟେ ଆପଣଙ୍କ ଫାର୍ମକୁ ଚିନ୍ତାଜନକ ତୃଣକରୁ ବଞ୍ଚିତ କରିବା ପାଇଁ ଏଠାରେ ଅଛି । ସଠିକ ସମୟରେ ଗୋଟିଏ ସହଜ ଏବଂ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି, ତୃଣକରୁ ସମ୍ପୂର୍ଣ୍ଣ ଶାନ୍ତି ପ୍ରାପ୍ତି ଠାରୁ ମାତ୍ର ଅଳ୍ପ ଦୂରରେ!
ଅପିରୋ ଫୋର୍ଟେ ବାବଦରେ ଅଧିକ ସୂଚନା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତୁ